Bhikari Bal - Jay Jagannath Sawami lyrics
Artist:
Bhikari Bal
album: Saradha Bali Bhajan
ଜଗନ୍ନାଥ ସ୍ଵାମୀ (ହୁଁ)
ନୟନ ପଥ ଗାମୀ, ଭବ ତୁମେ (ହୁଁ)
ନୟନ ପଥ ଗାମୀ, ଭବ ତୁମେ (ହୁଁ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ତୁମେ ନିରଞ୍ଜନ, ଅଖିଳ ମୋହନ
ହେ ପ୍ରଭୁ ସାରଙ୍ଗ ପାଣି
ତୁମେ ଚିରନ୍ତନ, ସତ୍ୟ, ସନାତନ
ତୁମେ ହିଁ ଅନ୍ତର୍ଯ୍ୟାମୀ
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
♪
ତୁମେ ବ୍ରହ୍ମା, ବିଷ୍ଣୁ, ତୁମେ ମହେଶ୍ୱର
ତୁମେ ଦଇତାରୀ ଗତି, ଅଗତିର
ତୁମେ ବ୍ରହ୍ମା, ବିଷ୍ଣୁ, ତୁମେ ମହେଶ୍ୱର
ତୁମେ ଦଇତାରୀ ଗତି, ଅଗତିର
ତୁମେ ସର୍ବବ୍ୟାପୀ, ତୁମେ ନିରାକାର
ତୁମେ ସର୍ବବ୍ୟାପୀ, ତୁମେ ନିରାକାର
ତୁମେ ମୋ ଜୀବନ ସ୍ଵାମୀ
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
♪
ତୁମେ ନାରାୟଣ, ତୁମେ ପରଂବ୍ରହ୍ମ
ତୁମେ ସୁଦର୍ଶନ, ଶ୍ରୀ ମଧୁସୂଦନ
ତୁମେ ନାରାୟଣ, ତୁମେ ପରଂବ୍ରହ୍ମ
ତୁମେ ସୁଦର୍ଶନ, ଶ୍ରୀ ମଧୁସୂଦନ
ଆହେ ଘନଶ୍ୟାମ
ଘେନ ମୋ ପ୍ରଣାମ
ଆହେ ଘନଶ୍ୟାମ
ଘେନ ମୋ ପ୍ରଣାମ
ନମଃ ନମଃ ଅନ୍ତର୍ଯ୍ୟାମୀ
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
ଜୟ ଜଗନ୍ନାଥ ସ୍ଵାମୀ (ଜୟ ଜଗନ୍ନାଥ ସ୍ଵାମୀ)
Поcмотреть все песни артиста
Other albums by the artist