Bhikari Bal - Dasiya Nariya lyrics
Artist:
Bhikari Bal
album: Joy Jagannatha Hey Swami
ଦାସିଆ ନଡ଼ିଆ ସିନା ତତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
ଦାସିଆ ନଡ଼ିଆ ସିନା ତତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
କାଳିଆରେ ମୋତେ ବଢ଼ିଆ
ଘଣ୍ଟ, ଘଣ୍ଟା, ଖୋଳ, ତାଳ ତତେ ସିନା ଲାଗେ ଭଲ
ଘଣ୍ଟ, ଘଣ୍ଟା, ଖୋଳ, ତାଳ ତତେ ସିନା ଲାଗେ ଭଲ
ମତେ ଭଲ ଲାଗେ
ମତେ ଭଲ ଲାଗେ ପଣ୍ଡା ବେତ ବାଡ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
କାଳିଆରେ ମୋତେ ବଢ଼ିଆ
♪
ହାତେ ତୋର ସୁଦର୍ଶନ, ଦିଶେ କେଡ଼େ ଶୋଭାବନ
ହାତେ ତୋର ସୁଦର୍ଶନ, ଦିଶେ କେଡ଼େ ଶୋଭାବନ
ମୋ ହାତେ ଖଞ୍ଜଣି ଶୋଭା
ମୋ ହାତେ ଖଞ୍ଜଣି ଶୋଭା, କାଳିଆ ରେ
ମୋ ହାତେ ଖଞ୍ଜଣି ଶୋଭା ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
କାଳିଆରେ ମୋତେ ବଢ଼ିଆ
♪
ରାଧିକା ମୋହନ ବେଶ ତତେ ଲାଗଇ ସରସ
ରାଧିକା ମୋହନ ବେଶ ତତେ ଲାଗଇ ସରସ
ତୋ ଦୁଆରେ ଯୋଗୀ ବେଶ
ତୋ ଦୁଆରେ ଯୋଗୀ ବେଶ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
କାଳିଆରେ ମୋତେ ବଢ଼ିଆ
ଦାସିଆ ନଡ଼ିଆ ସିନା
ଦାସିଆ ନଡ଼ିଆ ସିନା ତତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
ହେଲେ ତୋ ଅବଢ଼ା ଅନ୍ନ ମୋତେ ବଢ଼ିଆ
କାଳିଆରେ ମୋତେ ବଢ଼ିଆ
କାଳିଆରେ ମୋତେ ବଢ଼ିଆ
କାଳିଆରେ ମୋତେ ବଢ଼ିଆ
Поcмотреть все песни артиста
Other albums by the artist