Bhikari Bal - Chahamana Chaharemana lyrics
Artist:
Bhikari Bal
album: Punarjanma
ଚାହା ମନ, ଚାହା ରେ ମନ, ରେ ମନ ଚାହା ରେ ମନ
♪
ଚାହା ମନ, ଚାହା ରେ ମନ, ରେ ମନ ଚାହା ରେ ମନ
ଶରଣ ପଞ୍ଜର ବେନି ବାହାକୁ
ରେ ମନ, ଶରଣ ପଞ୍ଜର ବେନି ବାହାକୁ
ମୁନି ମାନେ ଧେଉଛନ୍ତି...
ହୋ, ମୁନି ମାନେ ଧେଉଛନ୍ତି ଚାହାକୁ
ଶରଣ ପଞ୍ଜର ବେନି ବାହାକୁ
ରେ ମନ, ଶରଣ ପଞ୍ଜର ବେନି ବାହାକୁ
♪
ନନ୍ଦିଘୋଷ ରଥେ ଉଭା କୋଟି କାମ ଜିଣି ଶୋଭା
ନନ୍ଦିଘୋଷ ରଥେ ଉଭା କୋଟି କାମ ଜିଣି ଶୋଭା
କୋଟି କାମ ଜିଣି ଶୋଭା
ଏହା ଛାଡ଼ି ଶାହା ଲୋଡୁ...
ହୋ, ଏହା ଛାଡ଼ି ଶାହା ଲୋଡୁ କାହାକୁ?
ଶରଣ ପଞ୍ଜର ବେନି ବାହାକୁ
ରେ ମନ, ଶରଣ ପଞ୍ଜର ବେନି ବାହାକୁ
♪
ବଡ଼ ଧଣ୍ଡା ବଡ଼ ଚୂଳ, ଥଣ୍ଡା କରଡିଆ ମାଳ
ବଡ଼ ଧଣ୍ଡା ବଡ଼ ଚୂଳ, ଥଣ୍ଡା କରଡିଆ ମାଳ
ଥଣ୍ଡା କରଡିଆ ମାଳ
ସୁନ୍ଦର ଦିଶିବ ଆନେ...
ହୋ, ସୁନ୍ଦର ଦିଶିବ ଆନେ କାହାକୁ
ଶରଣ ପଞ୍ଜର ବେନି ବାହାକୁ
ରେ ମନ, ଶରଣ ପଞ୍ଜର ବେନି ବାହାକୁ
♪
ଭୁଜ ଟେକି ବସିଛନ୍ତି, ଶରଣ ଯାଚନ୍ତି ଡ଼ାକି
ଭୁଜ ଟେକି ବସିଛନ୍ତି, ଶରଣ ଯାଚନ୍ତି ଡ଼ାକି
ଶରଣ ଯାଚନ୍ତି ଡ଼ାକି
ଶରଣ ରଖ ହେ ହରି...
ହୋ, ଶରଣ ରଖ ହେ ହରି ପର୍ଶୁରାମକୁ
ଶରଣ ପଞ୍ଜର ବେନି ବାହାକୁ
ରେ ମନ, ଶରଣ ପଞ୍ଜର ବେନି ବାହାକୁ
ଚାହା ମନ, ଚାହା ରେ ମନ, ରେ ମନ ଚାହା ରେ ମନ
ଶରଣ ପଞ୍ଜର ବେନି ବାହାକୁ
ରେ ମନ, ଶରଣ ପଞ୍ଜର ବେନି ବାହାକୁ
ମୁନି ମାନେ ଧେଉଛନ୍ତି...
ହୋ, ମୁନି ମାନେ ଧେଉଛନ୍ତି ଚାହାକୁ
ଶରଣ ପଞ୍ଜର ବେନି ବାହାକୁ
ରେ ମନ, ଶରଣ ପଞ୍ଜର ବେନି ବାହାକୁ
ରେ ମନ, ଶରଣ ପଞ୍ଜର ବେନି ବାହାକୁ
ରେ ମନ, ଶରଣ ପଞ୍ଜର ବେନି ବାହାକୁ
Поcмотреть все песни артиста
Other albums by the artist