Bhikhari Bala - Jaga Kaliaa Re Bahu Duraru Asichi Mun lyrics
Artist:
Bhikhari Bala
album: Mahabahu
ଜଗା କାଳିଆ
ଜଗା କାଳିଆ ରେ
ବହୁ ଦୂରରୁ ଆସିଛି ମୁହିଁ ରେ
ବହୁ ଦୂରରୁ ଆସିଛି ମୁହିଁ
ଜଗା କାଳିଆ
ଜଗା କାଳିଆ ରେ
ବହୁ ଦୂରରୁ ଆସିଛି ମୁହିଁ ରେ
ବହୁ ଦୂରରୁ ଆସିଛି ମୁହିଁ
ତୋ ରଥ ଯାତରା ଦେଖିବା ପାଇଁ ରେ
ବହୁ ଦୂରରୁ ଆସିଛି ମୁହିଁ ରେ
ବହୁ ଦୂରରୁ ଆସିଛି ମୁହିଁ
♪
ଝୁଲି-ଝୁଲି କଳା ହାତୀକୁ ଆସିବୁ
ଝୁଲି-ଝୁଲି କଳା ହାତୀକୁ ଆସିବୁ
ପାଟ ଡ଼ୋରେ ବନ୍ଧା ହୋଇ
ପାଟ ଡ଼ୋରେ ବନ୍ଧା ହୋଇ
ଜଗା କାଳିଆ
ଜଗା କାଳିଆ ରେ
ବହୁ ଦୂରରୁ ଆସିଛି ମୁହିଁ ରେ
ବହୁ ଦୂରରୁ ଆସିଛି ମୁହିଁ
♪
ପଣ୍ଡାଏ ମାରିବେ ହୁଣ୍ଡା ଚାକୁଡ଼ାରେ
ଠେଲି ଦେଉଥିବେ ହାତେ
ପଣ୍ଡାଏ ମାରିବେ ହୁଣ୍ଡା ଚାକୁଡ଼ାରେ
ଠେଲି ଦେଉଥିବେ ହାତେ
ଠେଲି ଦେଉଥିବେ ହାତେ
କେତେ ଗାଳିଦେବେ ଝିଙ୍ଗାସି କହିବେ
କେତେ ଗାଳିଦେବେ ଝିଙ୍ଗାସି କହିବେ
କିଏ ମାରୁଥିବେ ତୋତେରେ
କିଏ ମାରୁଥିବେ ତୋତେ
ତୁ ରେ ହସୁଥିବୁ
ଏ ତୁ ରେ ହସୁଥିବୁ ଚାହିଁ-ଚାହିଁ
ଜଗା କାଳିଆ
ଜଗା କାଳିଆ ରେ
ବହୁ ଦୂରରୁ ଆସିଛି ମୁହିଁ ରେ
ବହୁ ଦୂରରୁ ଆସିଛି ମୁହିଁ
♪
ପଣ୍ଡା ପଢ଼ିହାରି ଆନନ୍ଦେ ନାଚନ୍ତି
ନାଚନ୍ତି ଭକତେ ତୋର
ପଣ୍ଡା ପଢ଼ିହାରି ଆନନ୍ଦେ ନାଚନ୍ତି
ନାଚନ୍ତି ଭକତେ ତୋର ରେ
ନାଚନ୍ତି ଭକତେ ତୋର
ନନ୍ଦିଘୋଷ ରଥ ସଜା ହୋଇଅଛି
ନନ୍ଦିଘୋଷ ରଥ ସଜା ହୋଇଅଛି
ବେଗେ ଯାଇ ବିଜେ କର ରେ
ବେଗେ ଯାଇ ବିଜେ କର
ରଥ ଚାଲିବ
ରଥ ଚାଲିବ ତୋ ଘୁମୁରାଇ
ଜଗା କାଳିଆ ରେ
ଜଗା କାଳିଆ ରେ
ବହୁ ଦୂରରୁ ଆସିଛି ମୁହିଁ ରେ
ବହୁ ଦୂରରୁ ଆସିଛି ମୁହିଁ ରେ
ବହୁ ଦୂରରୁ ଆସିଛି ମୁହିଁ
Поcмотреть все песни артиста
Other albums by the artist