କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କି ଲୀଳା କରିଲୁ ବ୍ରଜେ ବରଜଧୂଳିଆ ରେ? ବରଜଧୂଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କି ଲୀଳା କରିଲୁ ବ୍ରଜେ ବରଜଧୂଳିଆ ରେ? ବରଜଧୂଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
ନନ୍ଦ, ଯଶୋଦା ନନ୍ଦନ, ଗୋପାଳ ନେଳିଆ
ନନ୍ଦ, ଯଶୋଦା ନନ୍ଦନ, ଗୋପାଳ ନେଳିଆ
କୃଷ୍ଣ-ପ୍ରିୟା, ପ୍ରାଣସଖା, ଭକତ ଭୋଳୀଆ, ରେ ଭକତ ଭୋଳୀଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କି ଲୀଳା କରିଲୁ ବ୍ରଜେ ବରଜଧୂଳିଆ ରେ? ବରଜଧୂଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କାଳିଆ ବନମାଳୀଆ ତୁ ଲବଣୀଖିଆ
କାଳିଆ ବନମାଳୀଆ ତୁ ଲବଣୀଖିଆ
ଅନ୍ତକାଳେ ଦରଶନ ଦେବୁ ତୁ କାଳିଆରେ, ଦେବୁ ତୁ କାଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କି ଲୀଳା କରିଲୁ ବ୍ରଜେ ବରଜଧୂଳିଆ ରେ? ବରଜଧୂଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କି ଲୀଳା କରିଲୁ ବ୍ରଜେ ବରଜଧୂଳିଆ ରେ? ବରଜଧୂଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
କଦମ୍ବ ମୂଳିଆ କାହ୍ନୁ, କାଇଁଚ-ମାଳିଆ
Поcмотреть все песни артиста