ଜଗନ୍ନାଥ, ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ
ଯୋଡହସ୍ତେ ଜଣାଏ ମୁଁ, ଯୋଡହସ୍ତେ ଜଣାଏ ମୁଁ
ତୋତେ...
ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ
♪
ଯୋଗ୍ୟ ପୁତ୍ର ନୁହେଁ ତୋର
ଜାଣୁଛି ଏ ମନ ମୋର
ଯୋଗ୍ୟ ପୁତ୍ର ନୁହେଁ ତୋର
ଜାଣୁଛି ଏ ମନ ମୋର
ଝୁରି-ଝୁରି ମଲିଣି ମୁଁ କେତେ
ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ
♪
ତୁହି ଏକା ପ୍ରଭୂ ମୋର
ପିତା-ମାତା ସହୋଦର
ତୁହି ଏକା ପ୍ରଭୂ ମୋର
ପିତା-ମାତା ସହୋଦର
ଶୁଣିବୁ ମୋହର ଦୁଃଖ ଯେତେ
ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ
ଯୋଡହସ୍ତେ ଜଣାଏ ମୁଁ, ଯୋଡହସ୍ତେ ଜଣାଏ ମୁଁ
ତୋତେ...
ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ
ଜଗନ୍ନାଥ, ଛାଡ଼ି ନ ଯା ମୋତେ
Поcмотреть все песни артиста
Other albums by the artist