Bhikhari Bala - Hisaba Khatare Aau lyrics
Artist:
Bhikhari Bala
album: Neeladri Natha
ହିସାବ ଖାତାରେ ଆଉ ଦୁଃଖ କେତେ ବାକି? ହେ ଚକାଆଖି

ଦୁଃଖ ପରେ ଦୁଃଖ ସହି ଲୁହ ଗଲା ଶୁଖି ହେ ଚକାଆଖି

ସାକ୍ଷୀ ଏକା ପ୍ରଭୂ ତୋର ଚକାଆଖି

♪
ଦୁର୍ବଳ, ମନ, ଶରୀର
ପରାଣ ହୁଏ ଅଧିର
କ୍ଷମା ଧର, କ୍ଷମା କର
ସବୁ ଅପରାଧ ମୋର
ଦୁର୍ବଳ, ମନ, ଶରୀର
ପରାଣ ହୁଏ ଅଧିର
କ୍ଷମା ଧର, କ୍ଷମା କର
ସବୁ ଅପରାଧ ମୋର
ସୁଖୀ ହେବି ତୋର କୃପାମଧୁ ଚାଖି ହେ
ହିସାବ ଖାତାରେ ଆଉ ଦୁଃଖ କେତେ ବାକି? ହେ ଚକାଆଖି
ହିସାବ ଖାତାରେ ଆଉ ଦୁଃଖ କେତେ ବାକି? ହେ ଚକାଆଖି
♪
ସତେ ଏ ଭାଗ୍ୟ ହୋଇବ
ତୋ ଦୟା ମୋ ଠାରେ ଥିବ
ତୋହର ନାମ କୁ ଧରି
ମୋ ଦୁଃଖ ଉଭେଇଯିବ
ସତେ ଏ ଭାଗ୍ୟ ହୋଇବ
ତୋ ଦୟା ମୋ ଠାରେ ଥିବ
ତୋହର ନାମ କୁ ଧରି
ମୋ ଦୁଃଖ ଉଭେଇଯିବ
ଶେଷେ ମୁକତି ଲଭିବ ପ୍ରାଣ ପକ୍ଷୀ ହେ
ହିସାବ ଖାତାରେ ଆଉ ଦୁଃଖ କେତେ ବାକି? ହେ ଚକାଆଖି
ହିସାବ ଖାତାରେ ଆଉ ଦୁଃଖ କେତେ ବାକି? ହେ ଚକାଆଖି
ଦୁଃଖ ପରେ ଦୁଃଖ ସହି ଲୁହ ଗଲା ଶୁଖି ହେ ଚକାଆଖି
ଦୁଃଖ ପରେ ଦୁଃଖ ସହି ଲୁହ ଗଲା ଶୁଖି ହେ ଚକାଆଖି
ସାକ୍ଷୀ ଏକା ପ୍ରଭୂ ତୋର ଚକାଆଖି
ହିସାବ ଖାତାରେ ଆଉ ଦୁଃଖ କେତେ ବାକି? ହେ ଚକାଆଖି
ହିସାବ ଖାତାରେ ଆଉ ଦୁଃଖ କେତେ ବାକି? ହେ ଚକାଆଖି, ହେ ଚକାଆଖି, ହେ ଚକାଆଖି
Поcмотреть все песни артиста
Other albums by the artist