Bhikhari Bala - Chikana Kalia Kaala lyrics
Artist:
Bhikhari Bala
album: Neeladri Natha
ଚିକଣ କାଳିଆ କଳାଡୋଳା ହେ
ନବୁଝେ ମୁଁ ତୋ ଲୀଳା
ଚିକଣ କାଳିଆ କଳାଡୋଳା ହେ
ନବୁଝେ ମୁଁ ତୋ ଲୀଳା
ତୋ ବିଛିତ୍ର ଲୀଳା
କେ ବୁଝିବ ଭଲା?
ତୋ ବିଛିତ୍ର ଲୀଳା
କେ ବୁଝିବ ଭଲା?
ପରମବ୍ରହ୍ମ ତୁ ଭକ୍ତ ଭୋଳା
ଚିକଣ କାଳିଆ କଳାଡୋଳା ହେ
ନବୁଝେ ମୁଁ ତୋ ଲୀଳା
ଚିକଣ କାଳିଆ କଳାଡୋଳା ହେ
ନବୁଝେ ମୁଁ ତୋ ଲୀଳା
♪
ଚୋରି କଲୁ ଲୁଗା ଗୋପୀ ମାନଙ୍କର
ପ୍ରୀତି କଲୁ ଶ୍ରୀରାଧା ମାଇଁ ସଙ୍ଗର
ଚୋରି କରି ଖାଇଲୁ ସର ଲବଣୀ
ଛାଟେ ବାଡେଇଲା ତୋତେ ନନ୍ଦରାଣୀ
ଚୁନା କରିଥିଲୁ ଇନ୍ଦ୍ରର ଗରବ
ଚୁନା କରିଥିଲୁ ଇନ୍ଦ୍ରର ଗରବ
ଲାଜେ ବ୍ରହ୍ମା ପାଦେ ପଡ଼ିଲା
ଚିକଣ କାଳିଆ କଳାଡୋଳା ହେ
ନବୁଝେ ମୁଁ ତୋ ଲୀଳା
ଚିକଣ କାଳିଆ କଳାଡୋଳା ହେ
ନବୁଝେ ମୁଁ ତୋ ଲୀଳା
♪
ଚନ୍ଦନ ପାଟିଆ ତୁ କଳାଠାକୁର
ଯୁଗେ ଯୁଗେ ତୋର କେତେ ଅବତାର
ଖାଇଥିଲୁ ପରା ଶାବରୀ ଅଇଁଠା
ସହିଥିଲୁ ତୁ ଶ୍ରୀବତ୍ସ ଗୋଇଠା
ଚତୁର ପଣରେ କେହି ଚରା ଚରେ
ଚତୁର ପଣରେ କେହି ଚରା ଚରେ
କରୁଅଛୁ ତୁ ଲୀଳା ଖେଳା
ଚିକଣ କାଳିଆ କଳାଡୋଳା ହେ
ନବୁଝେ ମୁଁ ତୋ ଲୀଳା
ଚିକଣ କାଳିଆ କଳାଡୋଳା ହେ
ନବୁଝେ ମୁଁ ତୋ ଲୀଳା
ତୋ ବିଛିତ୍ର ଲୀଳା
କେ ବୁଝିବ ଭଲା?
ତୋ ବିଛିତ୍ର ଲୀଳା
କେ ବୁଝିବ ଭଲା?
ପରମବ୍ରହ୍ମ ତୁ ଭକ୍ତ ଭୋଳା
ଚିକଣ କାଳିଆ କଳାଡୋଳା ହେ
ନବୁଝେ ମୁଁ ତୋ ଲୀଳା
ଚିକଣ କାଳିଆ କଳାଡୋଳା ହେ
ନବୁଝେ ମୁଁ ତୋ ଲୀଳା
ନବୁଝେ ମୁଁ ତୋ ଲୀଳା
ନବୁଝେ ମୁଁ ତୋ ଲୀଳା
Поcмотреть все песни артиста
Other albums by the artist