Bhikhari Bala - Aakhi Nadia Ru Luhara lyrics
Artist:
Bhikhari Bala
album: Maa Tarinee Dukhha Harini
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଦିନେ ହେଲେ ତୋର ଡ଼ୋରି ଲାଗିଲାନି
ଦିନେ ହେଲେ ତୋର ଡ଼ୋରି ଲାଗିଲାନି
ଯିବା-ଯିବା ବେଳ ଆସି ହେଲାଣି
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି, ମା ଶୁଖି ଗଲାଣି
♪
ବଳ ଥିଲା ବେଳେ ସବୁ ଭୁଲିଲି
ସଂସାର ଜଞ୍ଜାଳେ ବୁଡ଼ି ରହିଲି
ପରି ହେବା ପାଇଁ ବୈତରଣୀ
ଏବେ ସାହା ରାହା ଖୋଜିପାଉନି
ତୁ ନରଖିଲେ କିଏ ସେ ରଖିବ
ତୁ ନରଖିଲେ କିଏ ସେ ରଖିବ
ହାତ ପାଦ ମର ଥକି ଗଲାଣି
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି, ମା ଶୁଖି ଗଲାଣି
♪
ମୋର ଏ ଜୀବନ ତହରି ଦାନ
ଭୁଲି ନାହି ମା ଲୋ ମୁ କେଉଁ ଦିନ
ଡେଣା ମେଲି ଅଛି କାଳ ଛଞ୍ଚାଣ
କେଉଁ ଦିନ ଝାମ୍ପି ନେବ ପରାଣ
ତୁ ଥାଉ-ଥାଉ ଯମ ଟାଣି ନେବ
ତୁ ଥାଉ-ଥାଉ ଯମ ଟାଣି ନେବ
ସହି କି ପାରିବୁ ମା ତାରିଣୀ
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଦିନେ ହେଲେ ତୋର ଡ଼ୋରି ଲାଗିଲାନି
ଦିନେ ହେଲେ ତୋର ଡ଼ୋରି ଲାଗିଲାନି
ଯିବା-ଯିବା ବେଳ ଆସି ହେଲାଣି
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି
ଆଖି ନଡ଼ିଆରୁ ଲୁହ ର ପାଣି
ବେଳୁ ବେଳ ମା ଲୋ ଶୁଖି ଗଲାଣି, ମା ଶୁଖି ଗଲାଣି
ଶୁଖି ଗଲାଣି ମା, ଶୁଖି ଗଲାଣି
Поcмотреть все песни артиста
Other albums by the artist