Bhikhari Bala - Thike Huaa Sabadhana lyrics
Artist:
Bhikhari Bala
album: Bhabisya Malika
ଟିକେ ହୁଅ ସାବଧାନ
ଟିକେ ହୁଅ ସାବଧାନ
ଟିକେ ହୁଅ ସାବଧାନ
ତା ଠିକଣା କିଛି ନଥିବ ଜ୍ଞାନ, ହେ, ଭକ୍ତ ଜନ
ଆସିଗଲେ ଧାଇଁ ଶନି-ମୀନ
ଆସିଗଲେ ଧାଇଁ ଶନି-ମୀନ
ଟିକେ ହୁଅ ସାବଧାନ
♪
କାର ହେବ ଗଜା ଧୋଇ
କାର ହେବ ଗଜା ଧୋଇ
କାର କ୍ଷେତ ବୁଣା ହୋଇବ ନାହିଁ, ହେ, ଭକ୍ତ ଜନ
କାର ଓଳିଆ ଫିଟିବ ନାହିଁ
କାର ଓଳିଆ ଫିଟିବ ନାହିଁ
ଟିକେ ହୁଅ ସାବଧାନ
♪
କାନ୍ଧେଇ, କାନ୍ଧେଇ ମଡ଼ା
କାନ୍ଧେଇ, କାନ୍ଧେଇ ମଡ଼ା
ପାଚିଯିବ କାନ୍ଧ, ଫାଟି ଚମଡ଼ା, ହେ, ଭକ୍ତ ଜନ
ଦେହ ହେବ ଖାଲି ସରି-ପୀଡ଼ା
ଦେହ ହେବ ଖାଲି ସରି-ପୀଡ଼ା
ଟିକେ ହୁଅ ସାବଧାନ
♪
ଆଜି ଯେ ବୋହିବ ଶବ
ଆଜି ଯେ ବୋହିବ ଶବ
କାଲିକି ସେ କାହା କାନ୍ଧେ ବସିବ? ହେ, ଭକ୍ତ ଜନ
ଏହି ମତି ଲାଗି ରହିଥିବ
ଏହି ମତି ଲାଗି ରହିଥିବ
ଟିକେ ହୁଅ ସାବଧାନ
♪
ଶେଷକୁ ମରିବ ଯେହୁ
ଶେଷକୁ ମରିବ ଯେହୁ
ତାକୁ ବୋହିବାକୁ ନଥିବ କେହୁ, ହେ, ଭକ୍ତ ଜନ
କାର କବାଟ ନ ଫିଟେ ଆଉ
କାର କବାଟ ନ ଫିଟେ ଆଉ
ଟିକେ ହୁଅ ସାବଧାନ
♪
କାଠ-ମାଳିଆ ଭଗତ
କାଠ-ମାଳିଆ ଭଗତ
ଝୁଲା ମୁଣି ପେଲା ଯେଁଉ ନମତ, ହେ, ଭକ୍ତ ଜନ
ଗୋଟି-ଗୋଟି ଧରା ପଡିବେ ତ
ଗୋଟି-ଗୋଟି ଧରା ପଡିବେ ତ
ଟିକେ ହୁଅ ସାବଧାନ
♪
ଠିକେ ଅଚ୍ୟୁତ କହଇ
ଠିକେ ଅଚ୍ୟୁତ କହଇ
ଭେଟ ହେବେ ସର୍ବେ କାଳିଆ ଘାଇ, ହେ, ଭକ୍ତ ଜନ
ଶେଷେ ପରୀକ୍ଷା ହେବ ସେଠାଇ
ଶେଷେ ପରୀକ୍ଷା ହେବ ସେଠାଇ
ଟିକେ ହୁଅ ସାବଧାନ
ଟିକେ ହୁଅ ସାବଧାନ
ତା ଠିକଣା କିଛି ନଥିବ ଜ୍ଞାନ, ହେ, ଭକ୍ତ ଜନ
ଆସିଗଲେ ଧାଇଁ ଶନି-ମୀନ
ଆସିଗଲେ ଧାଇଁ ଶନି-ମୀନ
ଟିକେ ହୁଅ ସାବଧାନ
ଟିକେ ହୁଅ ସାବଧାନ
ଟିକେ ହୁଅ ସାବଧାନ
Поcмотреть все песни артиста
Other albums by the artist