Kuldeep Pattanaik - Tara Bhara Rati lyrics
Artist:
Kuldeep Pattanaik
album: Tara Bhara Rati
ତାରା ଭରା ରାତି ମତେ ଚାହିଁ, ପଚାରୁଛି ଆଜି ପ୍ରିୟା କାହିଁ?
କହିଦେବି ତାକୁ ତୁମେ ଋଷିଛ ବୋଲି
ଆସ ପ୍ରିୟା ବିଞ୍ଚିଦିଅ କି ଆ
ପାରୁନି ମୁଁ ରହି ଆଉ ତୁମରି ବିନା
ତାରା ଭରା ରାତି ମତେ ଚାହିଁ
♪
ଏଇ ଜୀବନର ଗୀତ ଗାଇ ହୁଏ ନା
କିଛି ପ୍ରେମର ଭାଷା ବୁଝି ହୁଏନା
ହଁ, ଏଇ ଜୀବନର ଗୀତ ଗାଇ ହୁଏ ନା
କିଛି ପ୍ରେମର ଭାଷା ବୁଝି ହୁଏନା
ହୃଦୟ ଖୋଜୁଛି ତୁମକୁ ତ ଆଜି
କରିପାରିବି କି ମୁଁ କେବେ ବି ରାଜି?
ତାରା ଭରା ରାତି ମତେ ଚାହିଁ, ପଚାରୁଛି ଆଜି ପ୍ରିୟା କାହିଁ?
କହିଦେବି ତାକୁ ତୁମେ ଋଷିଛ ବୋଲି
♪
ଲାଜେଇ ପ୍ରିୟା ମୋ ଭାରି ଅବୁଝା
ଟିକେ ହସିଦେଲେ ଝରେ କବିତା
ହଁ, ଲାଜେଇ ପ୍ରିୟା ମୋ ଭାରି ଅବୁଝା
ଟିକେ ହସିଦେଲେ ଝରେ କବିତା
ଆକାଶକୁ ଚାହିଁ, ସ୍ମୃତିକୁ ସଜାଡି
ଆସିବା ବାଟକୁ ମୋ ଜଗିଛି ରହି
ତାରା ଭରା ରାତି ମତେ ଚାହିଁ, ପଚାରୁଛି ଆଜି ପ୍ରିୟା କାହିଁ?
କହିଦେବି ତାକୁ ତୁମେ ଋଷିଛ ବୋଲି
Поcмотреть все песни артиста
Other albums by the artist