Mantu Chhuria - Prema Sahanai lyrics
Artist:
Mantu Chhuria
album: Prema Sahanai
ନଜରରେ ମିଳାମିଶା ଭାରି ଭଲ ଲାଗୁଛି
ଦେଖିଦେଲେ ଲାଗେ ତତେ ପ୍ରେମରେ ମୁଁ ପଡିଛି
♪
ହାଏ ସପନରେ ଦେଖା ଚାହଁ ଯେତେ ଥର ହେଇଛି
ସେତେ ଥର ରାତି ଅଧେ ନିଦ ମୋର ଭାଙ୍ଗିଛି
ପାଉଜି ବଜେଇ ବାଟେ ଯେବେ ଯାଉ
ଫୁଲେଇ କାହିଁକି? କାହା ଏତେ ହେଉ
ବଉ ମୋ ବସିଛି ବହୁ କରିବାକୁ
ବାହା ରାଶିକୁ ମିଳେଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
♪
ଲାଜରେ ଲାଜରେ ଚାହିଁ ଦେଉ ଯେବେ
ଅଳ୍ପ ଦୂରରୁ ତୁ
ଅକୁହା ଖୁସିରେ ମନ ଝୁମିଯାଏ
ପାଗଳ ହୁଏରେ ମୁଁ
♪
ହାଏ ଇସାରା କରିତୁ କହୁ ଯେବେ କିଛି
ଯାଉଛି ମୁଁ ବତୁରି
ଆଖିରେ ଆଖିରେ ଘାଇଲା କରିକି
ପ୍ରେମରେ ଦେଲୁତୁ ସାରି
ମୋ ପାଖ ଦେଇ ଯେବେ ଯାଉ ଚାଲି
ବସନ୍ତ ନଥାଇ ଲାଗେ ହୋଲି ହୋଲି
ଆଉ କିଛି ଦିନ ସମ୍ଭାଳି ଯା ଧନ ନେବି ତତେ ଉଡେଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
♪
ହଁ ଚୋରି ଚରି ତୋର ଚଗଲାମୀ ଯେବେ
ପାଖକୁ ତ ଟାଣୁଛି
କଳା କଳା ମୋର କାଜଲର ଦାଗ
ଛବି ତୋର ଅଙ୍କୁଛି
♪
କଜଳ ମିଶାତ ନଜର ଯେବେ ରେ
ପଡୁଛି ମୋ ଉପରେ
ଅଳପ ଅଳପ ପ୍ରେମର ଗଳ୍ପ
ଲେଖା ହୁଏ ମନ ରେ
ସାହି ପୁନେଇକୁ ପଛରେ ପକେଇ
ଆସିଛି ମୁଁ ଆଜି କେବେଳ ତୋ ପାଇଁ
ସବୁ ମୋତି ମହଳକୁ ନିଏ ମତେ ବୁଲେଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
ବଜେଇବି ଫଗୁଣ ରେ ପ୍ରେମ ସାହା ନାଇ
Поcмотреть все песни артиста
Other albums by the artist