R. S. Kumar - Mo Hrudaya Bhangiba Sabada lyrics
Artist:
R. S. Kumar
album: Mo Hrudaya
ମୋ ହୃଦୟ ଭାଙ୍ଗିବା ଶବଦ
ତୁ ଶୁଣିଛୁ କି ନାହିଁ?
ତୁ ଶୁଣିଛୁ କି ନାହିଁ?
ମୋ ହୃଦୟ ଭାଙ୍ଗିବା ଶବଦ
ତୁ ଶୁଣିଛୁ କି ନାହିଁ?
ତୁ ଶୁଣିଛୁ କି ନାହିଁ?
ଭାଙ୍ଗିଗଲା ମୋର ସପନର ଘର
ଭାଙ୍ଗିଗଲା ମୋର ସପନର ଘର
ତୁ ଜାଣିଛୁ କି ନାହିଁ?
ତୁ ଜାଣିଛୁ କି ନାହିଁ?
ଯୁଇ ଜଳିଲେ ମଶାଣି ଧାରେ
ଧୂଆଁ ଉଠେ ଦେଖି ହୁଏରେ
ହୃଦୟ ଯେବେ
ଜଳେ ରେ କେବେ
ଧୂଆଁ ଦେଖି ହୁଏନାହିଁ ରେ
ଜଳୁଛିରେ ଏଇ ହୃଦୟ ଟା ମୋର
ଜଳୁଛିରେ ଏଇ ହୃଦୟ ଟା ମୋର
ତୁ ଦେଖିଛୁ କି ନାହିଁ?
ତୁ ଦେଖିଛୁ କି ନାହିଁ?
କଉ ପାପରେ ଅଭିଶାପରେ
ଆଜି ଏଇ ଶାସ୍ତି ପାଉଛି
ହୃଦୟ ଦେଇ ଭଲ ମୁଁ ପାଇ
ଜୀବନେ କି ଭୁଲ୍ କରିଛି
ମରୁଛି ମୁଁ ସବୁଦିନ ସବୁରାତି
ମରୁଛି ମୁଁ ସବୁଦିନ ସବୁରାତି
ତୁ ଜାଣିଛୁ କି ନାହିଁ?
ତୁ ଜାଣିଛୁ କି ନାହିଁ?
ତୁ ଜାଣିଛୁ କି ନାହିଁ?
Поcмотреть все песни артиста
Other albums by the artist