Hari - Mo Kola To Jhulana lyrics
Artist:
Hari
album: Puni Thare Romantic Song Vol 5
ମୋ କୋଳ ତୋ ଝୁଲଣା
ତୋ ଆଖି ମୋ ଆଇନା
ରୁମକୁ ଝୁମାନା, ରୁମକୁ ଝୁମାନା
ରୁମକୁ ଝୁମାନା, ରୁମକୁ ଝୁମାନା
ମୋ ଜୀବନ ଆକାଶେ
ତୋ ହସ ତ ଜୋଛନା
ରୁମକୁ ଝୁମାନା, ରୁମକୁ ଝୁମାନା
ରୁମକୁ ଝୁମାନା, ରୁମକୁ ଝୁମାନା
ତୋ ମୁହଁ ଚାହିଁ ଭୁଲିଚି ମୁହିଁ
ଜୀବନର ସବୁ ଦୁଃଖ, ସବୁ ଯାତନା
ତୋ ମୁହଁ ଚାହିଁ ଭୁଲିଚି ମୁହିଁ
ଜୀବନର ସବୁ ଦୁଃଖ, ସବୁ ଯାତନା
ମୋ କୂଳଦୀପ ତୋ ଲାଗି ଆଜି
ହସି ଉଠେ ସତେ ମୋର ଘର-ଅଗଣା
ଓହୋ-ଓହୋ
ଓହୋ-ଓହୋ
ଲା-ଲା-ଲାଲା, ଲାଲା-ଲା, ଲାଲା-ଲା, ଲାଲା-ଲା
ମୋ କୋଳ ତୋ ଝୁଲଣା
ତୋ ଆଖି ମୋ ଆଇନା
ରୁମକୁ ଝୁମାନା, ରୁମକୁ ଝୁମାନା
ରୁମକୁ ଝୁମାନା, ରୁମକୁ ଝୁମାନା
ପାଇଚି ତତେ ହଜାଇ ମୁହିଁ
ସୁଖ-ଦୁଃଖ, ହସ-ଲୁହ ଭରା ଦୁନିଆଁ
ପାଇଚି ତତେ ହଜାଇ ମୁହିଁ
ସୁଖ-ଦୁଃଖ, ହସ-ଲୁହ ଭରା ଦୁନିଆଁ
ଆଜି ତୋ ପାଇଁ ସରଗ ଏଇ
ତୋର ଲାଗି ହସେ ମୋର ନୁଆଁ ଦୁନିଆ
ଓହୋ-ଓହୋ
ଓହୋ-ଓହୋ
ଲା-ଲା-ଲାଲା, ଲାଲା-ଲା, ଲାଲା-ଲା, ଲାଲା-ଲା
ମୋ କୋଳ ତୋ ଝୁଲଣା
ତୋ ଆଖି ମୋ ଆଇନା
ରୁମକୁ ଝୁମାନା, ରୁମକୁ ଝୁମାନା
ରୁମକୁ ଝୁମାନା, ରୁମକୁ ଝୁମାନା
ମୋ କୋଳ ତୋ ଝୁଲଣା
ତୋ ଆଖି ମୋ ଆଇନା
ରୁମକୁ ଝୁମାନା, ରୁମକୁ ଝୁମାନା
ରୁମକୁ ଝୁମାନା, ରୁମକୁ ଝୁମାନା
ରୁମକୁ ଝୁମାନା, ରୁମକୁ ଝୁମାନା
ରୁମକୁ ଝୁମାନା, ରୁମକୁ ଝୁମାନା
Поcмотреть все песни артиста
Other albums by the artist