Akshaya Mohanty - Kede Sundaria Kaliaa lyrics
Artist:
Akshaya Mohanty
album: Kalia Gosain
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
ବସିଛି ବଡଦେଉଳେ
ବସିଛି ବଡଦେଉଳେ
ରଙ୍ଗା ଅଧରରେ ହସିଦେଇ ଥରେ
ରଙ୍ଗା ଅଧରରେ ହସିଦେଇ ଥରେ
ପତିତଙ୍କୁ ହାତ ଠାରେ
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
♪
ପତିତ ଆରତ ଶୁଣିବାକୁ ପରା
ପତିତ ଆରତ ଶୁଣିବାକୁ ପରା
ଡେରି କାନ ନିରନ୍ତରେ
ଶୁଆ ପରି ଝୁଣ୍ଟି ପତିତ ଚାଲନ୍ତି
ଶୁଆ ପରି ଝୁଣ୍ଟି ପତିତ ଚାଲନ୍ତି
କେତେ ଦିନୁ ନୀଳାଚଳେ
ସାରା ଜୀବନର ସାଥି ଅଟେ ସିନା
ସାରା ଜୀବନର ସାଥି ଅଟେ ସିନା
ତା'ପରି କିଏ ଅଛି ରେ?
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
କେଡେ ସୁନ୍ଦରିଆ କାଳିଆ
Поcмотреть все песни артиста
Other albums by the artist