Akshaya Mohanty - Tora Mun Ki Guna Gaibi lyrics
Artist:
Akshaya Mohanty
album: Kalia Gosain
ତୋର ମୁଁ, ତୋର ମୁଁ କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
ଗୁଣ ଯେ ରହିଛି, ଦେଖିଲା ଭଳିଆ
ଗୁଣ ଯେ ରହିଛି, ଦେଖିଲା ଭଳିଆ
ସୁଖି ହୁଏ ତୋର ଗଳା ମାଳିଆ
କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
♪
କୃଷ୍ଣ ତୁ ସାଜିଲୁ ଦ୍ଵାପର ଯୁଗରେ
ଗୋପରେ ବଢ଼ିଲୁ ବଡ଼ ସରାଗରେ
କୃଷ୍ଣ ତୁ ସାଜିଲୁ ଦ୍ଵାପର ଯୁଗରେ
ଗୋପରେ ବଢ଼ିଲୁ ବଡ଼ ସରାଗରେ
ତୋ ପାଇଁ ମରିଲା, ତୋ ଲୀଳା ନନ୍ଦନ
ତୋ ପାଇଁ ମରିଲା, ତୋ ଲୀଳା ନନ୍ଦନ
ଭାଇ-ଭାଇ ଘେନି ପୁଣି, ଭାଇ-ଭାଇ ଘେନି ପୁଣି
କଲେ ତୋ ଲୀଳା
କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
♪
କଳି ଯୁଗେ ଏବେ ହୋଇଣ ଖଣ୍ଡିଆ
ଭୋଗ କରୁଅଛୁ ଭାରି ପାଟି ସୁଆଦିଆ
କଳି ଯୁଗେ ଏବେ ହୋଇଣ ଖଣ୍ଡିଆ
ଭୋଗ କରୁଅଛୁ ଭାରି ପାଟି ସୁଆଦିଆ
ହାତ, କାନ, ଗୋଡ଼ କିଛି ନାହିଁ ତୋର
ହାତ, କାନ, ଗୋଡ଼ କିଛି ନାହିଁ ତୋର
ବାହୁ ଟେକିଲେ କି ଲାଭ, ବାହୁ ଟେକିଲେ କି ଲାଭ
ଚକା-ଡୋଳିଆ
କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
ତୋର ମୁଁ କି ଗୁଣ ଗାଇବି କାଳିଆ?
Поcмотреть все песни артиста
Other albums by the artist