Akshaya Mohanty - Prabhu Pada Tale lyrics
Artist:
Akshaya Mohanty
album: Puni Thare Bhajan Vol 2
ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ
ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ
ତୋଳି ଫୁଜାଫୁଲ ସଞ୍ଜ ସକାଳେ
ତୋଳି ଫୁଜାଫୁଲ ସଞ୍ଜ ସକାଳେ
ପ୍ରଭୁ ପଦ ତଳେ ପ୍ରଣତି ଜାଳେ
ପ୍ରଭୁ ପଦ ତଳେ ପ୍ରଣତି ଜାଳେ
ମଙ୍ଗଳମୟ ତୁମରି କରୁଣା
ଜୀବନରେ ଭରେ ସକଳ କାମନା
ମଙ୍ଗଳମୟ ତୁମରି କରୁଣା
ଜୀବନରେ ଭରେ ସକଳ କାମନା
ଜୀବନରେ ଭରେ ସକଳ କାମନା
ଶାନ୍ତିର ସୁର ତଳେ
ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ
ଚାଲିବାକୁ ତୁମେ ଦେଖାଇଛି ପଥ
ଗାଇବାକୁ ତୁମେ ଶିଖାଇଛି ଗୀତ
ଚାଲିବାକୁ ତୁମେ ଦେଖାଇଛି ପଥ
ଗାଇବାକୁ ତୁମେ ଶିଖାଇଛି ଗୀତ
ଗାଇବାକୁ ତୁମେ ଶିଖାଇଛି ଗୀତ
ଗାଏ ନିବେଦନ ସୁରେ
ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ
ତୁମରି ଆଶିଷେ ସୁନ୍ଦର ଧରା
ପୀୟ ପରିଜନ ବନ୍ଧୁରେ ଭରା
ତୁମରି ଆଶିଷେ ସୁନ୍ଦର ଧରା
ପୀୟ ପରିଜନ ବନ୍ଧୁରେ ଭରା
ପୀୟ ପରିଜନ ବନ୍ଧୁରେ ଭରା
ମମତାର ମଧୁ ଝରେ
ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ
ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ
ତୋଳି ଫୁଜାଫୁଲ ସଞ୍ଜ ସକାଳେ
ତୋଳି ଫୁଜାଫୁଲ ସଞ୍ଜ ସକାଳେ
ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ
ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ
Поcмотреть все песни артиста
Other albums by the artist