Goodly Rath - Jhilmil Jhilmil lyrics
Artist:
Goodly Rath
album: Sweet Heart
ଝିଲମିଲ ଝିଲମିଲ ଆଖିରେ
ଚୂନମୁନ ଚୂନମୁନ ସପ୍ନ ମୋର ହାଏ
ଲାଗେ ସେ सुमियां
ହାଏ क्या सुमियां ये
ଚୁଲବୁଲ ଚୁଲବୁଲ ଓଠରେ
ଗୁନଗୁନ ଗୁନଗୁନ କଥା ମୋର ହାଏ
ଲାଗେ ସେ सुमियां
ହାଏ क्या सुमियां ये
ଧକ-ଧକ ହୁଏ ମୋ ଛାତି ତୋ ପାଇଁ
ଚକମକ ଚମକେ ମନ ତୋ ପାଇଁ
दिल तो पागल है
प्यार तो होना ही था
ଝିଲମିଲ ଝିଲମିଲ ଆଖିରେ
ଚୂନମୁନ ଚୂନମୁନ ସପ୍ନ ମୋର ହାଏ
ଲାଗେ ସେ सुमियां
ହାଏ क्या सुमियां ये
ତୋତେ ମୁଁ କେତେ ଚାହେଁ
मेरे अजब प्रेम की ग़ज़ब कहानी है ये
ତୁ ବି ଏ କଥା ଜାଣୁ
कल हो ना हो कभी खुसी कभी ग़म
ଓ ତୋ ବିନା କାହାକୁ ମୁଁ ଚାହିଁନି
ଏମିତି ଭଲ କେବେ ପାଇନି
कहोना प्यार है जानम समझा कर
ଝିଲମିଲ ଝିଲମିଲ ଆଖିରେ
ଚୂନମୁନ ଚୂନମୁନ ସପ୍ନ ମୋର ହାଏ
ଲାଗେ ସେ सुमियां
ହାଏ क्या सुमियां ये
ये दिल चाहता है
ମୋ ଆଖିରେ ରହିଥା ତୁ ଏମିତି
ଓଏ-ଓଏ, जीना सिर्फ तेरे लिए
ତୋତେ ଭୁଲି ଜିଁବି ମୁଁ କେମିତି
ଓ ଲାଗୁଚି ମୋତେ ଏବେ ଯେମିତି
ଲାଗେ କି ତୋତେ ଏବେ ସେମିତି
एक दूजे के लिए ये दिल तरशे, ଓଏ-ଓଏ
ଝିଲମିଲ ଝିଲମିଲ ଆଖିରେ
ଚୂନମୁନ ଚୂନମୁନ ସପ୍ନ ମୋର ହାଏ
ଲାଗେ ସେ सुमियां
ହାଏ क्या सुमियां ये
ଚୁଲବୁଲ ଚୁଲବୁଲ ଓଠରେ
ଗୁନଗୁନ ଗୁନଗୁନ କଥା ମୋର ହାଏ
ଲାଗେ ସେ सुमियां
ହାଏ क्या सुमियां ये
ଧକଧକ ହୁଏ ମୋ ଛାତି ତୋ ପାଇଁ
ଚକମକ ଚମକେ ମନ ତୋ ପାଇଁ
दिल तो पागल है, प्यार तो होना ही था
ଝିଲମିଲ ଝିଲମିଲ ଆଖିରେ
ଚୂନମୁନ ଚୂନମୁନ ସପ୍ନ ମୋର ହାଏ
ଲାଗେ ସେ सुमियां
ହାଏ क्या सुमियां ये
Поcмотреть все песни артиста
Other albums by the artist