G Durga Prasad - Deewana Deewani lyrics
Artist:
G Durga Prasad
album: Deewana Deewani
ତୁ ଯେବେ ଆସିଲୁ ମୋ ଜୀବନେ ପ୍ରିୟା
ତତେ ପାଇକି ପାଇଛି ଦୁନିଆଁ
ତୁ ଯେବେ ଆସିଲୁ ମୋ ଜୀବନେ ପ୍ରିୟା
ତତେ ପାଇକି ପାଇଛି ଦୁନିଆଁ
ତୋ ଚେହେରା ମୋ ଆଖି ପଲକେ ଅଛି
ତୋ ହସ ପାଗଳକଲା
ମୁଁ ତୋ ଦିୱାନା, ତୁ ମୋ ଦିୱାନୀ
ଜାଣିଗଲା ଆଜି ସବୁ ସାରା ଦୁନିଆଁ
ତୁ ମୋ ଦିୱାନା, ମୁଁ ତୋ ଦିୱାନୀ
ଜାଣୁ ସବୁକିଛି ଆଜି ସାରା ଦୁନିଆଁ
ମୁଁ ତୋ ଦିୱାନା, ତୁ ମୋ ଦିୱାନୀ
ଜାଣିଗଲା ଆଜି ସବୁ ସାରା ଦୁନିଆଁ
ତୁ ମୋ ଦିୱାନା, ମୁଁ ତୋ ଦିୱାନୀ
ଜାଣୁ ସବୁକିଛି ଆଜି ସାରା ଦୁନିଆଁ
ଏକା ଏକା ବାଟରେ ଚାଲୁଥିଲି ମୁଁ
ସେଇ ବାଟରେ ଆସି ଦେଖାହେଲୁ ତୁ
ହାତଧରି ତୋ ସାଙ୍ଗେ ମୁଁ ଚାଲିବି
ଏଇ ଜୀବନ ତୋ ସାଥେ କାଟିବି
ତୁହି ମୋ ଜୀବନର ସଞ୍ଜ-ସକାଳ
ତୋ ବିନା କିଛି ଚାହେଁନା
ମୁଁ ତୋ ଦିୱାନା, ତୁ ମୋ ଦିୱାନୀ
ଜାଣିଗଲା ଆଜି ସବୁ ସାରା ଦୁନିଆଁ
ତୁ ମୋ ଦିୱାନା, ମୁଁ ତୋ ଦିୱାନୀ
ଜାଣୁ ସବୁକିଛି ଆଜି ସାରା ଦୁନିଆଁ
ମୁଁ ତୋ ଦିୱାନା, ତୁ ମୋ ଦିୱାନୀ
ଜାଣିଗଲା ଆଜି ସବୁ ସାରା ଦୁନିଆଁ
ତୁ ମୋ ଦିୱାନା, ମୁଁ ତୋ ଦିୱାନୀ
ଜାଣୁ ସବୁକିଛି ଆଜି ସାରା ଦୁନିଆଁ
ନିଶ୍ୱାସରେ ମୁଁ ତୋ ନିଶ୍ୱାସ ହୋଇ
ମହକୁଛି ରାତି-ଦିନ କସ୍ତୁରୀ ପରି
ଆକାଶରେ ତୋ ପାଇଁ ଜହ୍ନ ସାଜିବି
ଝିଲମିଲ୍ ତାରା ପରି ତୋ ସ୍ବପ୍ନ ମୁଁ ହେବି
ତୁ ମୋ ହୃଦୟର ପ୍ରେମ-ମନ୍ଦିର
ତୋ ପ୍ରେମ ମୋ ଦୁନିଆଁ
ମୁଁ ତୋ ଦିୱାନା, ତୁ ମୋ ଦିୱାନୀ
ଜାଣିଗଲା ଆଜି ସବୁ ସାରା ଦୁନିଆଁ
ତୁ ମୋ ଦିୱାନା, ମୁଁ ତୋ ଦିୱାନୀ
ଜାଣୁ ସବୁକିଛି ଆଜି ସାରା ଦୁନିଆଁ
ମୁଁ ତୋ ଦିୱାନା, ତୁ ମୋ ଦିୱାନୀ
ଜାଣିଗଲା ଆଜି ସବୁ ସାରା ଦୁନିଆଁ
ତୁ ମୋ ଦିୱାନା, ମୁଁ ତୋ ଦିୱାନୀ
ଜାଣୁ ସବୁକିଛି ଆଜି ସାରା ଦୁନିଆଁ
ମୁଁ ତୋ ଦିୱାନା, ତୁ ମୋ ଦିୱାନୀ
ଜାଣିଗଲା ଆଜି ସବୁ ସାରା ଦୁନିଆଁ
ତୁ ମୋ ଦିୱାନା, ମୁଁ ତୋ ଦିୱାନୀ
ଜାଣୁ ସବୁକିଛି ଆଜି ସାରା ଦୁନିଆଁ
ମୁଁ ତୋ ଦିୱାନା, ତୁ ମୋ ଦିୱାନୀ
ତୁ ମୋ ଦିୱାନା, ମୁଁ ତୋ ଦିୱାନୀ
Поcмотреть все песни артиста
Other albums by the artist