Babushan - Akhi Kholi Le Tu lyrics
Artist:
Babushan
album: Daha Balunga
ବିରହ ରାତିଟା ଛୋଟ-ଛୋଟ ଲାଗେ
ମିଳନର ଋତୁ ହାତଠାରି ଡାକେ
ବିରହ ରାତିଟା ଛୋଟ-ଛୋଟ ଲାଗେ
ମିଳନର ଋତୁ ହାତଠାରି ଡାକେ
ଦୂରେ-ଦୂରେ ଥାଇ ତଥାପି ଲାଗୁଛି ଏକା-ଏକା ନାହିଁ ମୁଁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
♪
ପାନିସା-ପାନିସା-ପାନି-ପାମାପା-ଗାମାରେଗା
ପାନିସା-ପାନିସା-ଗାରେରେ
ପା-ପା-ପା-ପାପା-ଗାଗା
ମା-ମା-ମା-ମାମା-ମାମା
ରେଗାଗା-ରେଗାଗା-ରେଗାଗା-ରେଗାଗା
♪
ହଁ, ତୁ ମୋ ପାଖରେ ନାହୁଁ, ତୋର ମହକ ଅଛି
ମୋର ଭାବନା ସାରା ନାହିଁ ତୋ ଛଡ଼ା କିଛି
ଆଖି ଧୂଆଁ-ଧୂଆଁ ଯେବେ ଲାଗୁଛି
ତୋର ହସ-ହସ ମୁହଁ ଦିଶୁଛି
ସେଇ ପଲକର ସୁଖ ଅନୁଭୂତି
ସବୁ ଦୁଃଖର ସେ କରିଦିଏ ଇତି
ଦୂରେ-ଦୂରେ ଥାଇ ତଥାପି ଲାଗୁଛି ଏକା-ଏକା ନାହିଁ ମୁଁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
ମିଠା-ମିଠା ଦରଦ ଅଛି ଏଇ ଛାତିରେ
ନିଦର ଦେଖା ନାହିଁ ଅଳସି ଏ ଆଖିରେ
ଦୂରେ-ଦୂରେ ଯାଏ ସାଥୀ ଯେତିକି
ପ୍ରେମ ବଢ଼ି-ବଢ଼ି ଯାଏ ସେତିକି
ଏଇ ଶ୍ରାବଣରେ ମନେ ହୁଏ କାଇଁ
ଦୂରେ ଆମ ପାଇଁ ବାଜେ ସାହାନାଇ
ଦୂରେ-ଦୂରେ ଥାଇ ତଥାପି ଲାଗୁଛି ଏକା-ଏକା ନାହିଁ ମୁଁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
Поcмотреть все песни артиста
Other albums by the artist