Sourin Bhatt - Jete Thara Tu-Titel-2 lyrics
Artist:
Sourin Bhatt
album: Namita Agrawal Top Film Duets Vol 2
ଯେତେ ଥର ତୁ ପଚାରୁ ମତେ
ସେତେ ଥର ମୁଁ କହିଛି ତତେ
ଯେତେ ଥର ତୁ ପଚାରୁ ମତେ
ସେତେ ଥର ମୁଁ କହିଛି ତତେ
ମୁଁ ତତେ ଭଲପାଏ
ମୁଁ ତତେ ଭଲପାଏ
୧୦୦ ରୁ ୧୦୦, ୧୦୦ ରୁ ୧୦୦
କଥାରେ ମତେ ନଉଛୁ ଟାଣି
ତୋ ମନ କଥା ପାରୁଛି ଜାଣି
ବାହାନା କରୁ ଯେତେ, ଦିୱାନା ଲାଗୁ ସେତେ
୧୦୦ ରୁ ୧୦୦, ହଁ, ୧୦୦ ରୁ ୧୦୦
♪
ତୋ ମନେ ଲାଗିଲେ ରଙ୍ଗ
ମୋ ମନେ ଫେରେ ଋତୁ
ଛାତିରେ ଘରଟେ କରି
ରହିଛୁ ରହିବୁ ତୁ
ଯେତେ ଥର ତୁ ଖୋଜୁଛୁ ମତେ
ସେତେ ଥର ମୁଁ ହଯାଏ ତତେ
ଛଳନା କରୁ ଯେତେ
ଆୱାରା ଲାଗୁ ସେତେ
୧୦୦ ରୁ ୧୦୦, ହଁ, ୧୦୦ ରୁ ୧୦୦
♪
ଏ କେଉଁ ଅଲଗା ସ୍ବପ୍ନ
ପଲକେ ଯାଏ ଛୁଇଁ?
ଏ ମନେ ହଜାରେ ପ୍ରଶ୍ନ
କାହିଁକି ତତେ ନେଇ?
ଯେତେ ଥର ତୁ ଲିଭାଉ ମତେ
ସେତେ ଥର ମୁଁ ଲେଖୁଛି ତତେ
ମୁଁ ତତେ ମନ ଦିଏ
ମୁଁ ତତେ ଭଲପାଏ
୧୦୦ ରୁ ୧୦୦, ୧୦୦ ରୁ ୧୦୦
କଥାରେ ମତେ ନଉଛୁ ଟାଣି
ତୋ ମନ କଥା ପାରୁଛି ଜାଣି
ବାହାନା କରୁ ଯେତେ
ଦିୱାନା ଲାଗୁ ସେତେ
୧୦୦ ରୁ ୧୦୦, ହଁ, ୧୦୦ ରୁ ୧୦୦
Поcмотреть все песни артиста
Other albums by the artist