Sourin Bhatt - A Aakhi Kou Punya Karithila lyrics
Artist:
Sourin Bhatt
album: Namita Agrawal Top Film Duets Vol 2
ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା
ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା
ଜାଣେନା ଜାଣେନା କାହିଁକି ଜାଣେନା?
ତୋ ବିନା ଆଉ ମୁଁ କାହାକୁ ଚାହେଁନା
ମୋ ଛକିରେ ପ୍ରେମ ତୋର ଘରଟେ କଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା
ନ କହି ତୁ ସବୁ କହିଦେଲୁ
ନ କହି ତୁ ମତେ ଛୁଇଁଦେଲୁ
ଲାଗୁଥିଲୁ ଭଲ, ମତେ ଆଜି ଭଲ ପାଇଗଲୁ
ନ ଡ଼ାକି ତୁ ମତେ ଡ଼ାକିଦେଲୁ
ସତରଙ୍ଗ ମୋଠି ମାଖିଦେଲୁ
ମୋ ପାଖରେ ବସି ଗୀତ ପଦେ ହସି ଗାଇଦେଲୁ
ତୋ ପାଇଁ ସେଇ ଗୀତମୋର ହେଲା ସୁରିଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା
ଚଲାବାଟେ ଦିନେ ଚାଲୁ-ଚାଲୁ
ଅଧାବାଟେ ମତେ ମିଳିଗଲୁ
ଦେଲି ଆପେ ଧରା, ନିଦ ରାତିସାରା ଭାଙ୍ଗିଦେଲୁ
ଚାରିପାଖେ ଥିଲେ ଲକ୍ଷେ ଚିହ୍ନା
ତୁ ଖାଲି କଲୁ ଆନମନା
ଛାତି ମୋର ଚିରି ମନମୋର ଚୋରି କରିନେଲୁ
ତୋ ପାଇଁ ଏଇ ମନମୋର ଭାରି ଝୁରିଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା
ଏ ଆଖି କଉ ପୁଣ୍ୟ କରିଥିଲା ତତେ ଦେଖିଲା
ଏ ମନ କଉ ପୁଣ୍ୟ କରିଥିଲା ତତେ ପାଇଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା
ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା (ଲା-ଲା-ଲାଇଲାଇ-ଲାଇଲାଇ-ଲାଇଲାଇ-ଲା-ଲା-ଲାଇଲାଇ-ଲାଇଲାଇ-ଲା)
Поcмотреть все песни артиста
Other albums by the artist