Swayam Padhi - Chandini Chehera Tora lyrics
Artist:
Swayam Padhi
album: Chandini Chehera Tora
ହଂସିନୀ, ମୋ ହଂଶିନୀ
ବଂଶୀ ପରି ତୋ ସ୍ୱର
ଚାନ୍ଦିନୀ, ମୋ ଚାନ୍ଦିନୀ
ଚାନ୍ଦିନୀ ଚେହେରା ତୋର
ପ୍ରେମ ତୋର ସାଥି ବାସ୍ନାଭରା
ରଙ୍ଗ ବୋଳିଦିଏ ମନସାରା
ତତେ ଛୁଇଁବାକୁ ଇଛା ହୁଏ ବାରମ୍ବାର
ହଂସିନୀ, ମୋ ହଂଶିନୀ
ବଂଶୀ ପରି ତୋ ସ୍ୱର
ଚାନ୍ଦିନୀ, ମୋ ଚାନ୍ଦିନୀ
ଚାନ୍ଦିନୀ ଚେହେରା ତୋର
♪
ରୂପ ରାଇଜ ର ରୂପସୀ ରାଣୀ ତୁ
ଯେତେ ଦେଖୁଥିଲେ ଲାଗୁ ନୂଆ
ଇନ୍ଦ୍ରଧନୁ ପରି ମନ ଚୋରି କଲୁ
ମହୁ-ମହୁ ଲାଗେ ଏ ଦୁନିଆଁ
ଏମିତିକା ଯାଦୁ କଲୁ ତୁହି
ତତେ ଛାଡ଼ି ରହି ପାରେନାହିଁ
ଭାଙ୍ଗିଯାଏ ରାତି ଅଧେ ନିଦ ମୋର
ହଂସିନୀ, ମୋ ହଂଶିନୀ
ବଂଶୀ ପରି ତୋ ସ୍ୱର
ଚାନ୍ଦିନୀ, ମୋ ଚାନ୍ଦିନୀ
ଚାନ୍ଦିନୀ ଚେହେରା ତୋର
♪
ବାନ୍ଧିଲୁ ବନ୍ଧନ ଦେଲୁ ତୁ ସପନ
ସପନ ଦୋଳିରେ ଝୁଲେ ମୁହିଁ
ଇଛା ହୁଏ ତତେ ଚାହିଁ ରହିଥିବି
ଯେତେ ଦିନ ଯାଏ ଥିବି ଜିଇଁ
ହସ ତୋର ଗୋରୀ ହୀରା ପରି
ଆଖିରେ ତୁ ଗୋରୀ ମାରୁ ଛୁରୀ
ତତେ ଦେଖି ଫେରେନାହିଁ ମୋ ନଜର
ହଂସିନୀ, ମୋ ହଂଶିନୀ
ବଂଶୀ ପରି ତୋ ସ୍ୱର
ଚାନ୍ଦିନୀ, ମୋ ଚାନ୍ଦିନୀ
ଚାନ୍ଦିନୀ ଚେହେରା ତୋର
ଚାନ୍ଦିନୀ ଚେହେରା ତୋର
ଚାନ୍ଦିନୀ ଚେହେରା ତୋର
ଚାନ୍ଦିନୀ ଚେହେରା ତୋର
Поcмотреть все песни артиста
Other albums by the artist