Swayam Padhi - Dhima Dhima Sanja lyrics
Artist:
Swayam Padhi
album: Dhima Dhima Sanja
ଏ ଧିମା-ଧିମା ସଞ୍ଜ
ଏ ଧୂଆଁ-ଧୂଆଁ ଜ୍ୟୋତ୍ସ୍ନା
ମତେ କରେ मतवाला, ହଁ ତୋ ଦେହର ବାସ୍ନା
♪
ଏ ଧିମା-ଧିମା ସଞ୍ଜ
ଏ ଧୂଆଁ-ଧୂଆଁ ଜ୍ୟୋତ୍ସ୍ନା
ମତେ କରେ मतवाला, ହଁ ତୋ ଦେହର ବାସ୍ନା
ହାତ ଛନ୍ଦି ହାତରେ
ଚାଲିବାକୁ ତୋ ସାଥିରେ
ଅନୁମତି ଦେ ଥରେ
ମୁଁ ରାଜି ଅଛି ଭିଯିବାକୁ ରଙ୍ଗ ରେ
ତୁ ରଙ୍ଗ ଟିକେ ଭରିଦେ ମେଘରେ
ହୋ, ମୁଁ ଉଡିବାକୁ ଚାହେଁ ତୋ ସାଙ୍ଗରେ
ତୁ ଡ଼େଣା ଲଗା ତୋ ଅଳସି ଅଙ୍ଗରେ
♪
ଦିନ ସିନା ସରେ ଏମିତି
ରାତି ମୋ ଝୁରେ, ନିଇତି ମରେ
ତୋ ବାଟ ମୁଁ ଜଗେ ମୋ ଆଖି ପଲକ ଫାଙ୍କରେ
ଆ ଥରେ ଯା ବସି ମୋ ସ୍ଵପ୍ନ ଫୁଲ ପଲଙ୍କରେ
କଥା କୁହା ତୋ ଆଖିରେ
ପ୍ରବେଶିକା ପତ୍ର ରେ
ଦସ୍ତଖତ ଦେ ଥରେ
ମୁଁ ରାଜି ଅଛି ଭିଯିବାକୁ ରଙ୍ଗ ରେ
ତୁ ରଙ୍ଗ ଟିକେ ଭରିଦେ ମେଘରେ
ହୋ, ମୁଁ ଉଡିବାକୁ ଚାହେଁ ତୋ ସାଙ୍ଗରେ
ତୁ ଡ଼େଣା ଲଗା ତୋ ଅଳସି ଅଙ୍ଗରେ
♪
ତୋ କୋଳରେ ମଥା ମୁଁ ରଖି
ଗଣିବି ତାରା, ବରଷ ସାରା
ତୁ ଥରେ ହଁ କଲେ, ତୋ ପାଇଁ ଦେବି ଏ ଜୀବନ
ମୁଁ ଥିବି ତୋ ପାଖେ, ତୋ ସାଥେ ଜନମ-ଜନମ
ଛାଇ ପରି ତୋ ଛାଇରେ
ରହିବାକୁ ମୁଁ ଚାହେଁ ରେ
मंजूरी ତୁ ଦେ ଥରେ
ମୁଁ ରାଜି ଅଛି ଭିଯିବାକୁ ରଙ୍ଗ ରେ
ତୁ ରଙ୍ଗ ଟିକେ ଭରିଦେ ମେଘରେ
ହୋ, ମୁଁ ଉଡିବାକୁ ଚାହେଁ ତୋ ସାଙ୍ଗରେ
ତୁ ଡ଼େଣା ଲଗା ତୋ ଅଳସି ଅଙ୍ଗରେ
ମୁଁ ରାଜି ଅଛି ଭିଯିବାକୁ ରଙ୍ଗ ରେ
ତୁ ରଙ୍ଗ ଟିକେ ଭରିଦେ ମେଘରେ
ହୋ, ମୁଁ ଉଡିବାକୁ ଚାହେଁ ତୋ ସାଙ୍ଗରେ
ତୁ ଡ଼େଣା ଲଗା ତୋ ଅଳସି ଅଙ୍ଗରେ
Поcмотреть все песни артиста
Other albums by the artist