Prashant Muduli - Mu Eka Nadira Dhara lyrics
Artist:
Prashant Muduli
album: Mu Eka Nadira Dhara
ମୁଁ ଏକ ନଦୀ ର ଧାର
ତୁମେ ବିଶାଳ ସାଗର
ମୁଁ ଏକ ନଦୀ ର ଧାର
ତୁମେ ବିଶାଳ ସାଗର
ମୁଁ ଜାଣେନା କାହିଁକି
କେ ନେଲା ମତେ ଡ଼ାକି
ମୁଁ ଜାଣେନା କାହିଁକି
କେ ନେଲା ମତେ ଡ଼ାକି
ହଜିଗଲି ଦେହେ ତୁମର
ଜନମେ-ଜନମେ ମୋର
ସାଥି ରେ ଥିବି ତୁମର
♪
କେତେ ଯୁଗରୁ ଦେଖିଚି ସ୍ବପ୍ନ
ରଜନୀ ବିଧୁରା ହୋଇ
ବିତାଇ ଦେ ମୋ କରି ମୋ ଦିନ
ତୁମରି ବାହୁ ରେ ହୋଇ
ମରଣ ଯଦି ଆସେଗୋ ଆଜି
ପୁନ୍ୟ ଏ ଲଗନ ରେ
ଅଟକି ଯିବ ତା ପାଦ ଦୁଇ
ଦେଖି ଆମ ମିଳନ ରେ
ଏ ଜହ୍ନ ନ ରହିବ
ଏ ତାରା ନ ରହିବ
ଏ ଜହ୍ନ ନ ରହିବ
ଏ ତାରା ନ ରହିବ
ରହିବ ଏ ପ୍ରେମ ଅମର
ମୁଁ ଏକ ନଦୀ ର ଧାର
ସାଥେ ମୁଁ ଥିବି ତୁମର
♪
ସୁର ବିନା କି ପାରିଛି ବଞ୍ଚି
ସଙ୍ଗୀତ କେବେ ନାହିଁ
ଛନ୍ଦ ବିହୁନେ ନୁପୁର କେବେ
ଗୁଞ୍ଜରି ପାରେ ନାହିଁ
ତୁମେ ମୋ ସ୍ୱର, ତୁମେ ଝଙ୍କାର
ତୁମେ ଅଭୁଲା ରାଗିଣୀ
ତୁମେ ମୋ ଛନ୍ଦ ପଣତ ରଙ୍ଗ
ତୁମେ ମୋ ନୁପୁର ଧୂଳି
ନୁପୁର ନ ରହିବ
ଏ ସୁର ନ ରହିବ
ନୁପୁର ନ ରହିବ
ଏ ସୁର ନ ରହିବ
ରହିବ ଏ ପ୍ରେମ ଅମର
ଜନମେ-ଜନମେ ମୋର
ସାଥେ ମୁଁ ଥିବି ତୁମର
ଜନମେ-ଜନମେ ମୋର
ସାଥେ ମୁଁ ଥିବି ତୁମର
ଏ ନଦୀ ନ ରହିବ
ସାଗର ନ ରହିବ
ଏ ନଦୀ ନ ରହିବ
ସାଗର ନ ରହିବ
ରହିବ ଏ ପ୍ରେମ ଅମର
Поcмотреть все песни артиста
Other albums by the artist