Ananya Sritam Nanda - Mate Tu Hi Pasand lyrics
Artist:
Ananya Sritam Nanda
album: Mate Tu Hi Pasand
ମନଟା ସାରା ତୋ ପ୍ରେମର ଆଲ୍ଲାଦ
ସବୁଠି ଶୁଭୁଛି ଖାଲି ତୋ ଶବଦ
ବୟସ ଡେଣାରେ ଲଗାନି ବାରୁଦ
ଅଟକି ଯାଏରେ ତୋ ବାଟେ ମୋ ପାଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
କେବେବି ଆଖି ପଡେନି ଥକି ସାମ୍ନାରେ ଥିଲେ ତୁ
ଏତେ କାଇଁ ଭଲ ତୁ ହେଲୁରେ ଭାବେ ଖାଲି ମୁଁ
ଅସାର ଖୁସି ଦେଲୁରେ ଲେସି ଚମକି ଗଲି ମୁଁ
ମରୁଛି ମୁଁ ଯାହା ପାଇଁ ଲାଗେରେ ସେ ଜଣକ ତୁ
ଯେବେ ଯାଏଁ ଜିଇଁଥିବି, ତୋ ଦେହ ଛାଇ ହେବି
ତୁ ମୋର ଶେଷ सरहद
କିଛି ଚାହେଁନା ମୁଁ ମତେ ତୁ ହିଁ ପସନ୍ଦ
କିଛି ଚାହେଁନା ମୁଁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ନିଆରା କିଛି ଦେଲୁରେ ବିଞ୍ଚି ଦେହଟା ସାରା ତୁ
ଯୁଆଡକୁ ଚାହିଁ ମୁଁ ଦିଏରେ ଦେଖେ ତତେ ମୁଁ
ମିଶିରି ମିଶା ଇଏ କି ନିଶା ଲାଗୁରେ ମିଠା ତୁ
ସବୁ ଜନ୍ମ ପାଇଁ ତୋ ପ୍ରେମକୁ ସାଉଁଟି ନେଲି ମୁଁ
ହସ ହେଇ ଖେଳେ ଯେବେ, ତୋ ଠାରେ ବୁଣି ହେବି
ମୋ ଭାବନାର ତୁ ଶବଦ
କିଛି ଚାହେଁନା ମୁଁ ମୋର ତୁ ହିଁ ପସନ୍ଦ
କିଛି ଚାହେଁନା ମୁଁ ମୋର ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
Поcмотреть все песни артиста
Other albums by the artist