Sabisesh Mishra - To Prema Sufiyana lyrics
Artist:
Sabisesh Mishra
album: To Prema Sufiyana
ହୃଦୟ ବୁଝି ପୁଣି ବୁଝି ପାରେନା
सूफ़ियाना, सूफ़ियाना
सूफ़ियाना ପ୍ରେମକୁ ମୋ ରଙ୍ଗେ ତୋ ଧୋଇଯା
ରଙ୍ଗେ ତୋ ଧୋଇଯା
ଚେଇଁ ରେ କାଇଁ, ମିଛେ ଶୋଇଛୁ?
ମନରେ କେତେ କିନ୍ତୁ ରଖିଛୁ
ଚେଇଁ ରେ କାଇଁ, ମିଛେ ଶୋଇଛୁ?
ମନରେ କେତେ କିନ୍ତୁ ରଖିଛୁ
କେଇ ଦିନ ହେଲା ଦଉଚୁ ତୁ ଅଜଣା ଇଶାରା
ସପନରେ ଝରିଯାରେ ତୁ ଅସରା ଅସରା
ହଁ, ହୃଦୟ ବୁଝି ପୁଣି ବୁଝି ପାରେନା, ନା, ନା
सूफ़ियाना, सूफ़ियाना
सूफ़ियाना ପ୍ରେମକୁ ମୋ ରଙ୍ଗେ ତୋ ଧୋଇଯା
सूफ़ियाना ପ୍ରେମକୁ ମୋ ରଙ୍ଗେ ତୋ ଧୋଇଯା
ତୁ ପାଣି ହେଇ ବହୁ ଯଉ ନଦୀରେ
ତାର ମାଟି ହେଇ ମିଶେ ମୁଁ ସେ ଘାଟରେ
ହଁ, ଫୁରସତ୍ ତତେ ବନେଇଚି ଯିଏ
କାଲି ରାତିରେ ସପନରେ ସିଏ
ଆସି ଦେଇ ଗଲା ମୋତେ ତୋ ଠିକଣା
ଠିକଣା ତୋ'ପାଖେ ଥାଇ ପୁଣି କରୁ ମିଛେ ବାହାନା
ଠିକଣା ତୋ'ପାଖେ ଥାଇ ପୁଣି କରୁ ମିଛେ ବାହାନା
ତୋ ବିନା କିଛି ମୁଁ ଚାହେଁନା-ଚାହେଁନା, ନା, ନା
सूफ़ियाना, सूफ़ियाना
सूफ़ियाना ପ୍ରେମକୁ ମୋ ରଙ୍ଗେ ତୋ ଧୋଇଯା
सूफ़ियाना ପ୍ରେମକୁ ମୋ ରଙ୍ଗେ ତୋ ଧୋଇଯା
ସେ ଜହ୍ନ ହେଇ ଲୁଚୁ ଯଉ ମେଘରେ
ତାକୁ ଖୋଜିହେଇ ମିଶେ ବର୍ଷା ଟୋପାରେ
ମୋ ଇଜ୍ଜତ ବି ସିଏ, ଆଲୁଅଠୁ ଦୁରେ
ଝାପ୍ସା ନିଦରେ, ଗୋପନରେ ଆସି
ଯାହା ଚୋରେଇଲା, ନାହିଁ ତା ତୁଳନା
ହେଇ ନପାରେ କାହା ତୁଳନା, ତୁଳନା, ତୁଳନା
ହେଇ ନପାରେ କାହା ତୁଳନା, ତୁଳନା, ତୁଳନା
ତୋ ପରେ କିଛି ମୁଁ ଭାବି ପାରେନା, ନା, ନା
सूफ़ियाना, सूफ़ियाना
सूफ़ियाना ପ୍ରେମକୁ ମୋ ରଙ୍ଗେ ତୋ ଧୋଇଯା
सूफ़ियाना ପ୍ରେମକୁ ମୋ ରଙ୍ଗେ ତୋ ଧୋଇଯା
Поcмотреть все песни артиста
Other albums by the artist